Odisha News

ଓଡ଼ିଶାରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର,୫/୭: ଓଡ଼ିଶାରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ୨ ମୃତକ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି।
ଉଭୟ ମୃତକ ପୁରୁଷ। ଗଜପତିର ମୃତକଙ୍କ ବୟସ ୪୦ ବର୍ଷ । ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣକ ୬୪ ବର୍ଷ ବୟସ୍କ ପୁରୁଷ , ସେ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ।

Related Posts

Seo wordpress plugin by www.seowizard.org.