Odisha News

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମିଳିବ ସ୍ପଷ୍ଟ ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସଆରସି

ଭୁବନେଶ୍ୱର, ୬/୫: ବାତ୍ୟା ସମ୍ଭାବନା ନେଇ ଏସ୍ଆର୍ସି ପ୍ରଦୀପ ଜେନାଙ୍କ ଜରୁରୀ ସୂଚନା । ଆଇଏମ୍ଡି ଅନୁସାରେ ବାତ୍ୟା ୧୦ ତାରିଖରେ ଉପକୂଳ ଠାରୁ ୨୫୦ କିମି ଦୂରରେ ଥିବ ।
ଆସନ୍ତାକାଲି ଠିକ୍ରେ ସ୍ପଷ୍ଟ ହେବ । ୧୦ରେ ଗଞ୍ଜାମ , ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ହୋଇପାରେ ବୋଲି ଏସ୍ଆର୍ସି କହିଛନ୍ତି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଘରକୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.