Trending Now

Assailants shot at Atiq with Turkey-made pistol as used by Moosewala killers; FIR registered

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି

ଆମ ସଂକଳ୍ପ ନିଶା ନୁହେଁ, ଜୀବନ ; ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବ୍ୟାପକ ପଟୁଆର ରେ ସୁନାପାଙ୍ଗା ପରିଭ୍ରମଣ

ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ସନ୍ତରଣ ଦକ୍ଷତା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା

JEE Advanced 2025 results out, Rajit Gupta from Kota tops the exam

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

By Odisha News Online Jul 21, 2022 403

ଭୁବନେଶ୍ୱର, ୨୧/୭ : ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି । ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା । ମେଡିକାଲ ବାହାନା କରି ପରିବାର ଓ ପରିଚିତ ଲୋକଙ୍କ ପାଖକୁ ଯାଉଛି ମେସେଜ୍ ।
ଖବର ଅନୁଯାୟୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଲୁଟେରା ।
ଯାହାଫଳରେ ଅଗ୍ନିଶମ ଡିଜିଙ୍କ ଫେକ୍ ଆକାଉଣ୍ଟରୁ ପରିଚିତ ଲୋକ ଓ ପରିବାର ସଦସ୍ୟଙ୍କୁ ଯାଉଛି ମେସେଜ୍ । ଆଉ ଏହି ମେସେଜ୍ରେ ମେଡିକାଲ ବାହାନା କରି ମାଗୁଛନ୍ତି ଟଙ୍କା ।
ତେବେ ଅଗ୍ନିଶମ ଡିଜି ଏସଂପର୍କରେ ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅଗ୍ନିଶମ ଡିଜି ।

Tags: Bhubaneswar fake whatsapp account fire service dg

Post navigation

Previous Previous post:

It was Draupadi Murmu who inspired us to plant trees, says Bikrant Tiwary

Next Next post:

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଦୁଇଟି ଗେଟ୍, ସତର୍କ ରହିବାକୁ ସୂଚନା

Related Posts

ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ଶୀତ ପହିଲି ସ୍ପର୍ଶ

By Odisha News Online Oct 26, 2022

ବଢ଼ିବନି ସୁନାବେଶ ଦର୍ଶନ ସମୟ

By Odisha News Online Jul 17, 2024

ତୃତୀୟା ତିଥିରେ ବୁଟୁପାଲିରେ ଧୁମଧାମରେ ପାଳିତ ହେଲା ରଥଯାତ୍ରା

By Odisha News Online Jul 4, 2022

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି

    Jun 3, 2025

  • ଆମ ସଂକଳ୍ପ ନିଶା ନୁହେଁ, ଜୀବନ ; ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

    Jun 3, 2025

  • ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବ୍ୟାପକ ପଟୁଆର ରେ ସୁନାପାଙ୍ଗା ପରିଭ୍ରମଣ

    Jun 2, 2025

Trending Now

  • Kohli credits team effort for historic ODI series win vs Proteas

    Feb 14, 2018

  • Rohit Sharma ends SA hoodoo

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି
  • ଆମ ସଂକଳ୍ପ ନିଶା ନୁହେଁ, ଜୀବନ ; ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
  • ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବ୍ୟାପକ ପଟୁଆର ରେ ସୁନାପାଙ୍ଗା ପରିଭ୍ରମଣ
  • ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ସନ୍ତରଣ ଦକ୍ଷତା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ
  • ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା
© Copyright 2015  - Odisha News Online
  • Privacy policy
  • Advertising
  • Contact us