Odisha News

ଜିଲ୍ଲାସ୍ତରୀୟପଞ୍ଚାୟତିରାଜ ଦିବସଓ ଲୋକସେବା ଦିବସ ପାଳିତ!

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
’ ବୌଦ୍ଧ, ୫/୩/ : ବୌଦ୍ଧ ଜିଲ୍ଲାସ୍ତରୀୟ ପଂଚାୟତରାଜଦିବସ ଓ ଲୋକସେବା ଦିବସ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦଅଧକ୍ଷା ପ୍ରଭାସିନୀ ଦାଶ ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ପରିଷଦର ଅଧକ୍ଷ ମୃତୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ!କାର୍ଯୃକ୍ରମ ରେ ଦାରିଦ୍ରଭଂଜନ ମଦନମୋହନ ପାତ୍ର,ମୟଜ୍ଞକ୍ଟ କ୍ଟ୍ରଷକ୍ଟ ଜୟକୃଷ୍ଣ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମମତାର ଡିପିସି ଆଶିଷ ମହାନ୍ତି,ପୋଷଣର ଡିସି ଋତୁଞ୍ଜୟ ଛତ୍ର,କଣ୍ଟାମାଲ ସିଡିପିଓ ଯ୍ୟୋସ୍ତ୍ନରଣି ପାଢ଼ୀ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ! ।
ସ୍ଥାନୀୟ ସ୍ବୟଂଶାସନ ଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ , ସାମାଜିକ ନ୍ୟାୟ ଓ ଦକ୍ଷ ସେବା ପ୍ରଦାନ ସହିତ ସମାବେଶୀ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ସଂସ୍ଥା ଗୁଡ଼ିକର ସଶକ୍ତୀକରଣ ଓ ଉତ୍ତରଦାୟିତ୍ବ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ!ଜିଲ୍ଲା ସ୍ତରୀୟ ପୋଷଣ ପ୍ରୋଗ୍ରାମ ରେ ଭଲ କାର୍ଯ୍ୟ କରିଥିବାରୁ ବଗିଆବାହାଲ ଅଙ୍ଗନୱାଡି କର୍ମୀ ମଞ୍ଜୁଲତା ପ୍ରଧାନ ଓ ଏକ୍ଟଷସକ୍ଟ୍ରସଗ୍ଧବ ଅଙ୍ଗନୱାଡି କର୍ମୀଙ୍କୁ ଜିଲ୍ଲା ତରଫରୁ ମାନପତ୍ର, ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲାଦିଆଯାଇଥିବା ବଙ୍ଗବକ୍ସୟ ଜ୍ଞକ୍ଟଦ୍ଭରଚ୍ଚ ସଂପୃକ୍ତ କର୍ମୀ ମାନେ Awc ର drinking water ,nutrition program,nutrigarden e samasta karyakram pain kharcha karibe.

Related Posts

Seo wordpress plugin by www.seowizard.org.