Trending Now

Assailants shot at Atiq with Turkey-made pistol as used by Moosewala killers; FIR registered

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

RCB marketing head arrested, event firm officials detained over killer stampede

Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ

କୋଠରୀ ଭିତରେ ଆବଦ୍ଧ ଥିବା ମାନସିକ ଅନଗ୍ରସର ଯୁବକ ଯୁବତୀଙ୍କୁ ଉଦ୍ଧାର

Trinamool MP Mahua Moitra marries former BJD MP Pinaki Misra in ceremony abroad

ନିଶାଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ପାଳନ

ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପନ

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

By Odisha News Online Jul 21, 2022 409

ଭୁବନେଶ୍ୱର, ୨୧/୭ : ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି । ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା । ମେଡିକାଲ ବାହାନା କରି ପରିବାର ଓ ପରିଚିତ ଲୋକଙ୍କ ପାଖକୁ ଯାଉଛି ମେସେଜ୍ ।
ଖବର ଅନୁଯାୟୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଲୁଟେରା ।
ଯାହାଫଳରେ ଅଗ୍ନିଶମ ଡିଜିଙ୍କ ଫେକ୍ ଆକାଉଣ୍ଟରୁ ପରିଚିତ ଲୋକ ଓ ପରିବାର ସଦସ୍ୟଙ୍କୁ ଯାଉଛି ମେସେଜ୍ । ଆଉ ଏହି ମେସେଜ୍ରେ ମେଡିକାଲ ବାହାନା କରି ମାଗୁଛନ୍ତି ଟଙ୍କା ।
ତେବେ ଅଗ୍ନିଶମ ଡିଜି ଏସଂପର୍କରେ ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅଗ୍ନିଶମ ଡିଜି ।

Tags: Bhubaneswar fake whatsapp account fire service dg

Post navigation

Previous Previous post:

It was Draupadi Murmu who inspired us to plant trees, says Bikrant Tiwary

Next Next post:

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଦୁଇଟି ଗେଟ୍, ସତର୍କ ରହିବାକୁ ସୂଚନା

Related Posts

ଗଜପତି: ଗୁଣୁପୁର-କଟକ “ମେମୋ” ଟ୍ରେନରେ ସଫେଇ କାର୍ଯ୍ୟରେ ଚରମ ଅବ୍ୟବସ୍ଥା :ବଗି ଦୁର୍ଗନ୍ଧମୟ ହୋଇ ପଡ଼ିଛି

By Odisha News Online Sep 26, 2022

ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀରେ ଚମକିଲା ଟିପିଏନ୍‌ଓଡିଏଲ୍

By Odisha News Online Nov 24, 2024

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି; ୩ ମାମଲାରେ ମିଳିଲା ଆଗୁଆ ଜାମିନ୍

By Odisha News Online Jan 10, 2024

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • RCB marketing head arrested, event firm officials detained over killer stampede

    Jun 6, 2025

  • Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ

    Jun 6, 2025

  • କୋଠରୀ ଭିତରେ ଆବଦ୍ଧ ଥିବା ମାନସିକ ଅନଗ୍ରସର ଯୁବକ ଯୁବତୀଙ୍କୁ ଉଦ୍ଧାର

    Jun 5, 2025

Trending Now

  • Kohli credits team effort for historic ODI series win vs Proteas

    Feb 14, 2018

  • Rohit Sharma ends SA hoodoo

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • RCB marketing head arrested, event firm officials detained over killer stampede
  • Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ
  • କୋଠରୀ ଭିତରେ ଆବଦ୍ଧ ଥିବା ମାନସିକ ଅନଗ୍ରସର ଯୁବକ ଯୁବତୀଙ୍କୁ ଉଦ୍ଧାର
  • Trinamool MP Mahua Moitra marries former BJD MP Pinaki Misra in ceremony abroad
  • ନିଶାଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ପାଳନ
© Copyright 2015  - Odisha News Online
  • Privacy policy
  • Advertising
  • Contact us