Home Posts tagged Cuttack (Page 26)
Odisha News
କଟକ,୧୧/୬: ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭାରତ- ସାଉଥ ଆଫ୍ରିକା ଟି-୨୦ ମ୍ୟାଚ। ମ୍ୟାଚକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।କଟକ ଡିସିପି କହିଛନ୍ତି, ଆସନ୍ତାକାଲି ଅପରାହ୍ନ ୩ଟାରୁ ଷ୍ଟାଡିୟମର ପ୍ରବେଶ ଗେଟ ଖୋଲାଯିବ। ଟିକେଟରେ ସ୍ପଷ୍ଟ ଭାବେ ଗେଟ୍ Continue Reading
Odisha News
କଟକ,୨୮/୫: ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ ମହାପ୍ରଭୁଙ୍କ ଗୋଟେ ଇଚ୍ଛା। ମହାପ୍ରଭୁଙ୍କର ମଧ୍ୟ ଇଚ୍ଛା ପୁରୀର ସୌନ୍ଦର୍ଯ୍ୟକରଣ ହେଉ। ବେଆଇନ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଆଜି ଏପରି ଗଣମାଧ୍ୟମକୁ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର।ତେବେ ସେ କିପରି ମହାପ୍ରଭୁଙ୍କ ଇଚ୍ଛା ଜାଣିପାରିଲେ, ଅନ୍ୟମାନେ କିପରି ଜାଣିପାରିଲେ ନାହିଁ, ସେ ସମ୍ପର୍କରେ ସେ ଗଣମାଧ୍ୟମକୁ କିଛି କହିନାହାନ୍ତି।ସେ ବିରୋଧୀଙ୍କୁ ଟାର୍ଗେଟ କରି Continue Reading
Top Stories
କଟକ,୨୮/୫: ଅସ୍ୱାସ୍ଥ୍ୟକର ପରିବେଶରେ ଗୁପ୍ଚୁପ୍ ତିଆରି କରି ଗ୍ରାହକଙ୍କୁ ଖାଇବାକୁ ଦେଉଥିଲେ। ଜାଣି ନଥିବା ଗ୍ରାହକ ମଧ୍ୟ ଏହାର ମଜା ନେଉଥିଲେ। ପରବର୍ତ୍ତୀ ସମୟରେ ଝାଡ଼ାବାନ୍ତିରେ ପଡ଼ୁଥିଲେ।ଦୁଇ ପଇସା ରୋଜଗାର ଆଳରେ ଗ୍ରାହକଙ୍କ ଜୀବନ ସହ ଖେଳୁଥିଲେ ଏହି ଗୁପ୍ଚୁପ୍ ବିକାଳୀ। ଅଭିଯୋଗ ଆସିବା ପରେ କଟକ ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ନାକେଇ ପଡ଼ିଆରେ ଆଜି ସକାଳେ କଟକ ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲେ। ବୁଲା ବିକାଳୀଙ୍କ ପକ୍ଷରୁ ବିକ୍ରି Continue Reading
Top Stories
କଟକ, ୨୭/୫: ଚୁପ୍ ରୁହ। ସୋଶାଲ ମିଡିଆରେ ଏମିତି ମନ୍ତ୍ରବ୍ୟ ଦିଅନି। ଶୁକ୍ରବାର ଅନୁଭବଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ଷା-ଅନୁଭବ ପାରିବାରିକ କଳି ହାଇକୋର୍ଟରେ ପହଞ୍ଚିବା ପରେ ପୁଣି ଭିନ୍ନ ମୋଡ଼ ନେଇଛି। କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି।କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। Continue Reading
Odisha News
କଟକ, ୨୧/୫: ଆଜି(ଶନିବାର)ଠାରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଛି। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଛି। ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଛନ୍ତି।ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି।ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ଜାରି ରହିବ। ପରୀକ୍ଷକମାନେ ୨୦ ତାରିଖରୁ ଖାତାଦେଖା କେନ୍ଦ୍ରରେ ପହଞ୍ଚି ସାରିଛନ୍ତି।ଖାତାଦେଖା Continue Reading
Odisha News
କଟକ, ୨୦/୫ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ ମାମଲାରେ ବାଣପୁର ପୁଲିସ ତାଙ୍କୁ ଗିରଫ କରିଥିଲା।ଏହି ଘଟଣାରେ ସେ ନିଜେ ଗୁରୁତର ଆହତ ହୋଇଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ।ମୂଳ ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ହାଇକୋର୍ଟ Continue Reading
Odisha News
କଟକ, ୫/୫: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।ଗୁରୁବାର ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୯ଟି ସ୍ଥାନରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି। କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଥିବା Continue Reading
Odisha News
ସାଲେପୁର,୧୨/୪ : ଭାଇ ସଫା କରି ଦେଲା ଭାଇର ସଂସାର। ବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମାରି ଦେଲା ସାନ ଭାଇ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ। ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି।ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ […]Continue Reading
Odisha News
କଟକ,୧୦/୪ : ରବିବାର ଅପରାହ୍ଣରେ ମହାନଦୀରେ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକ ମହାନଦୀରେ ବୁଡ଼ିଯାଇଛନ୍ତି।ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ସାହିଲ ବୋଲି କୁହାଯାଉଛି।ସୂଚନା ଅନୁସାରେ କଟକର ଜୋବ୍ରା ନିକଟ ଦେଇ ପ୍ରବାହିତ ହେଉଥିବା ମହାନଦୀକୁ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳକୁ କଟକର ଚାରିଘରିଆ ଅଞ୍ଚଳର କିଛି ଯୁବକ ସାଙ୍ଗ Continue Reading
Odisha News
କଟକ, ୭/୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ।ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।ସୂଚନା ଥାଉକି, ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଚାନ୍ଦବାଲି କୋର୍ଟକୁ […]Continue Reading