Home Posts tagged boudh district (Page 35)
Odisha News
କମ୍ଭୁଧର କ୍ଷତିଙ୍କ ରିପୋର୍ଟବୌଦ୍ଧ,୧୪/୫: ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷା ଜଲି ଟମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମିଶ୍ର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୫ : ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ ଭାବେ ପାଳନ କରାଯାଇଥିଲା । ଗତବର୍ଷ ବୌଦ୍ଧଜିଲ୍ଲା ପ୍ରଶାସନର ଉଦ୍ୟମରେ ବୁଦ୍ଧ ଜୟନ୍ତୀ ଦିନକୁ କେବଳ ବୌଦ୍ଧଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଥିବାବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରାଯାଇଅଛି ।ଚଳିତବର୍ଷ ବୁଦ୍ଧ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୫: ବୌଦ୍ଧଜିଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ ସମ୍ମିଳନୀ କକ୍ଷଠାରେ ପଞ୍ଚଦିବସୀୟ ପ୍ରଯୁକ୍ତି ବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା ଅତିଥି ଭାବରେ ଯୋଗଦେଇ ସମସ୍ତ ସିଆରସିସି ଆଗ୍ରହର ସହିତ ପ୍ରଯୁକ୍ତି ବିଦ୍ୟା କୌଶଳ ହାସଲ କରିବା ସହ ତାହା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୫: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୭ ଘଂଟା ସମୟରେ ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନହଲ ଠାରେ ପହଂଚିଥିଲା ।ଏଥିରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମଡେଲ ଡିଗ୍ରୀ କଲେଜ ବାମଣ୍ଡା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଏନସିସି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୫ : ବୌଦ୍ଧ ସହରର ବାବା ଚନ୍ଦ୍ରଚୂଡ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ ଓ ଶ୍ରୀ ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସଂଗଠନର ମିଳିତ ଆନୁକୂଲ୍ୟରେ ଅଖିମୁଠି ଉତ୍ସବ ପାଳନ କରାଯାଇଥିଲା । ପଣ୍ଡିତ ସଂଘର ସଭାପତି ସଂଜିବ କୁମାର ପଣ୍ଡା ନୀତିକାନ୍ତି ଅନୁସାରେ ପୁଜାଧ୍ୱଜା କରିବା ସହିତ ବିଶ୍ୱଶାନ୍ତି ଯଜ୍ଞ କରିଥିଲେ ।ଏଥିରେ ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ସୂର୍ଯ୍ୟେନ୍ଦ୍ର କୁମାର ଶତପଥି କର୍ତାଭାବେ ଯୋଗଦାନ କରିଥିଲେ । ଏହି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୫: ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରେଡକ୍ରସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡକ୍ରସ ପାଣ୍ଠି ବୃଦ୍ଧି ସକାଶେ ଯୋଜନା କରାଯିବା ସହିତ ପ୍ରତି ତିନି ମାସରେ ରେଡକ୍ରସ କମିଟି ବୈଠକ ବସାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲାର ସମସ୍ତ ଅଧିକାରୀ ଅତି କମ୍‌ରେ ୧ ହଜାର ଟଙ୍କା ଦେଇ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୪: ବୌଦ୍ଧଗଡଜାତର ଗଣ ପର୍ବ ରାମଲୀଳା ଯାତ୍ରା ଅବସରରେ ବୌଦ୍ଧ କଚେରୀ ପଡିଆଠାରେ ବୌଦ୍ଧଜିଲ୍ଲା ପ୍ରଶାସନ, ଓରମାସ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବୌଦ୍ଧ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳାର ରବିବାର ଦ୍ୱିତୀୟ ସନ୍ଧ୍ୟା ।ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ବ୍ୟାଙ୍ଗ କବି ସମ୍ମିଳନି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ । ରାଜ୍ୟର ପ୍ରତିଷ୍ଠିତ ବ୍ୟାଙ୍ଗ କବି ଯୋଗଦେଇ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୪: ଜିଲ୍ଲାର ପୁରୁଣା କଟକ ଥାନା ଅନ୍ତର୍ଗତ ଘୋଡାଡିଆଁ ଛକ ନିକଟରେ ଶୁକ୍ରବାର ଦିନ ପୁରୁଣା କଟକ ପୋଲିସ ଏକ କାର ସହ ଗଞ୍ଜେଇ ଜବତ କରିବାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶଯେ, ଶୁକ୍ରବାର ଦିନ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଓଡି-୨୫-୩୬୬୩ ନମ୍ବର ବିଶିଷ୍ଟ କାର ଯାଞ୍ଚ କରିବାରୁ କାର ଭିତରୁ ୪୦କେଜି ଗଞ୍ଜେଇ ମିଳିଥିଲା ।ଉକ୍ତ କାରଟି ଫୁଲବାଣି ପଟୁ ବୌଦ୍ଧ ଆଡକୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୪: ବୌଦ୍ଧଗଡ ଏନଏସି ପାଇଁ ନବଗଠିତ ପରିଷଦର ପ୍ରଥମ ବୈଠକ ନବନିର୍ବାଚିତ ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ପ୍ରଥମେ ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ନବନିର୍ବାଚିତ ଅଧ୍ୟକ୍ଷ ଓ ସଭ୍ୟ ସଭ୍ୟାମାନଙ୍କୁ ପ୍ରଥମ ପରିଷଦ ବୈଠକକୁ ସ୍ୱାଗତ କରିଥିଲେ ।ପରିଷଦର ପ୍ରଥମ ବୈଠକରେ ସହରର ଅନେକ ସମସ୍ୟା ନେଇ ଆଲୋଚନା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୪: ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଅଷ୍ଟମ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ସେତୁବନ୍ଧ ପ୍ରତିଷ୍ଠା । ମାତା ସୀତାଙ୍କ ସନ୍ଧାନରେ ସାତ ସମୁଦ୍ର ପାରି ହୋଇ ହନୁମାନ ଲଙ୍କାଗଡରେ ପହଞ୍ଚିବାପରେ ସେଠାରେ ଅଶୋକ ବାଟିକାରେ ସୀତାମାତାଙ୍କ ଦର୍ଶନ କରିଥିଲେ ।ସୀତାଙ୍କ ଠାରୁ ସନ୍ତକ ଗ୍ରହଣ କରିବାପରେ ଲଙ୍କା ଦହନ କରି ପୁଣିଥରେ ସାତ ସମୁଦ୍ର ପାରିହୋଇ ଶ୍ରୀରାମଙ୍କ ନିକଟରେ ସୀତାଙ୍କ ସନ୍ଦେଶ ପହଞ୍ଚାଇଥିଲେ । Continue Reading