କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୭: ଜାତୀୟ କଂଗ୍ରେସ କମିଟି ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ, କେନ୍ଦ୍ରର ମୋଦି ସରକାରର ଏକଛତ୍ରବାଦ ନୀତି ଏବଂ ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମିଥ୍ୟା ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପ୍ରତିବାଦ ରେ, ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକ ସ୍ଥିତ ଡଃ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୭ :ଭାରତ ଗଣତନ୍ତ୍ର ରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣରଖିପାରିଛି , ବ୍ୟକ୍ତିଗତ ସ୍ୱାର୍ଥକୁଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବାପାଇଁ ସବୁବର୍ଗରେ ସେତାର ଚେଷ୍ଟା ଜାରିରଖିଛି ବୋଲି ଜିଲ୍ଲା ପ୍ରେସକ୍ଳବ ର ୫ମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୬/୭:ଚଳିତମାସ ୨୮ ତାରିଖରୁ ୪ ତାରିଖ ଯାଏ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବେ । ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ କନ୍ଧମାଳ ର ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମା ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।ଯାହାକି, ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି କ୍ଷରଡ଼ିଗୁମା ଉପସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ରେ ଦୁଇଟି, ସିନାଗୁଡ଼ା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୭ : ବୌଦ୍ଧର ସର୍ବପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କିଛିଦିନ ଧରି ଛାତ୍ରଛାତ୍ରୀମାନେ କଲେଜର ବାର୍ଷିକ ଫିଜ କମାଇବାକୁ ଦାବି କରିଆସୁଥିବାବେଳେ ସୋମବାର ଛାତ୍ର ଅଶାନ୍ତି ଉଗ୍ର ରୂପ ଧାରଣ କରିଥିଲା । ସୋମବାର ଦିନ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟକୁ ପାଠ ପଢିବାକୁ ନଯାଇ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ।ମହାବିଦ୍ୟାଳୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୭: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଦଭିଦ ବିଜ୍ଞାନ ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡକ୍ରସର ସମ୍ପାଦକ ପ୍ରବୀର କୂୁମାର ଦାସ ୨୦୧୯-୨୦ ବର୍ଷ ପାଇଁ ଉଲ୍ଳେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ପକ୍ଷରୁ ସର୍ବୋଚ୍ଚ ମେରିଟ ଆୱାର୍ଡ ପୁରସ୍କାର ପାଇଛନ୍ତି । ଭାରତର ରାଷ୍ଟ୍ରପତିଙ୍କ ତରଫରୁ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଥିଲେ ।ଭାରତର ଛଅ ଜଣଙ୍କ ମଧ୍ୟରୁ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨ା୭ : ଆର୍ଟ ଅଫ୍ ଲିଭିଙ୍ଗ ପକ୍ଷରୁ ବୌଦ୍ଧ ସହରର ରାଜନପାଲି ଓ୍ୟାର୍ଡ ରାଧାକୃଷ୍ଣ ମନ୍ଦିର ପରିସରରେ ଛଅ ଦିବସ ବ୍ୟାପୀ ହାପିନେସ୍ ପୋଗ୍ରାମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୂବନେଶ୍ୱର ର ରଞ୍ଜନ ସାହୁ ଯୋଗଦାନ କରି ସୁଦର୍ଶନ କ୍ରୀୟା ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକୁ ନିରୋଗ ରଖିବା ସହିତ ଖୁସିରେ ଜିବନ ଜିଇଁବାର କଳା ସଂପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଉପାୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୭ : ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ତରଫରୁ କଳ୍ପତରୁ ପ୍ରକଳ୍ପ ଯୋଜନା ଆଧାରରେ ପରିବେଶ ସୁରକ୍ଷା ଓ ଛାତ୍ର ମାନଙ୍କ ଦାଇତ୍ୱ ନେଇ ଜହ୍ନ।ପଙ୍କ ହାଇସ୍କୁଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରଧାନ ଙ୍କ ପ୍ରଥମ ଅଭିଭାଷଣ ଦ୍ୱାରା ଶୁଭାରମ୍ଭ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ବି କେ ମାମିନା, ବି କେ ମିତା, ରବିଭାଇ, ପ୍ରମୋଦଭାଇ ପରିବେଶ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୭ : ବୌଦ୍ଧ ଦୈନିକ ବଜାରରେ ଏନଏସି ପକ୍ଷରୁ ବଟି ଆଦାୟରେ ଚାଷୀଙ୍କୁ ଜୁଲୁମ କରାଯାଉଥିବାରୁ ଚାଷୀମାନେ ଆଉ ବଜାର ଆସିବାକୁ ରାଜି ହେଉନଥିବା ଅଭିଯୋଗ ପାଇବାପରେ ସୋମବାର ହଠାତ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର କର୍ମଚାରୀମାନଙ୍କ ସହିତ ବଜାରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଷୀ ଓ ପନିପରିବା ବ୍ୟବସାୟୀଙ୍କୁ ଅଧ୍ୟକ୍ଷ ଶ୍ରୀମିଶ୍ର ସିଧାସଳଖ ପଚାରିବାପରେ ସେମାନଙ୍କଠାରୁ ମନଇଛା ବଟି ଆଦାୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟହରଭଙ୍ଗା, ୧୮/୭:ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ହରଭଙ୍ଗା ଅଂଚଳରେ ବାଦଲ ଫଟା ପ୍ରବଳ ଧାରରେ ବର୍ଷା ହେବା ଫଳରେ ସମଗ୍ର ଅଂଚଳ ଜଳମଗ୍ନ ହେବା ସହ, ବୌଦ୍ଧ ପୂର୍ତ୍ତ ବିଭାଗର ହରଭଙ୍ଗା -ଛତ୍ରଙ୍ଗ ରାସ୍ତାରେ ଥିବା ‘ଶଗଡ଼ିଆ ସେତୁ’ ଉପରେ ୪ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରଭାବିତ ହେଉଥିବା ଯୋଗୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୭: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକ ରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି,ଏମ୍ ରାଇଟ ଓ ପ୍ଲାନଇଣ୍ଡିଆ ର ମିଳିତ ସହଯୋଗ ରେ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଛି ।ଏହି ଶିବିର ରେ ୧୩୮ଜଣ ରୁ ଅଧିକ ଭିନ୍ନକ୍ଷମ ଟୀକା ଦିଆଯାଇଥିବା ବେଳେ ଓ କିଛି କର୍ମଚାରୀ,ଜନ ସାଧାରଣ ୩ୟ ଡୋଜ୍ ଟୀକା ନେଇଥିଲେ ।ଏହି କାର୍ଯ୍ୟକ୍ରମ ଡଃ ଅଭୟ କୁମାର ଦାସ ଜିଲ୍ଲା ମୁଖ୍ୟ […]Continue Reading