Home Archive by category Photo Gallery

Photo Gallery

Odisha News Photo Gallery
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩୧/୧୦ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମରେ ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ହୋଇଯାଇଛି ସ୍ୱଚ୍ଛଭାରତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ଟି ଯୁବ ନେତା ବଟ କୃଷ୍ଣ ଭୂୟାଁ ଙ୍କ ତତ୍ତ୍ଵାବଧାନରେ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହା ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅମିତ୍ କୁମାର ପଟ୍ଟନାୟକ ଯୋଗଦେଇ ,ସ୍ବଛତା କଣ ଓ ଏହାର Continue Reading
Seo wordpress plugin by www.seowizard.org.